ଆମ ସମ୍ପର୍କରେ
ମୋର ନାମ ଶରତ କୋଟିୟନ ଅଟେ। ମୁଁ ୨୦୧୬ମସିହାରେ ସଂସ୍କୃତ ଅଭ୍ୟାସ ଆରମ୍ଭ କରିଥିଲି। ମୁଁ ୧୯୯୮ ମସିହାଠାରୁ ସଫ୍ଟୱେର୍ ଇଞ୍ଜିନିୟରିଂ କ୍ଷେତ୍ରରେ କାର୍ଯ୍ୟରତ। ମୁଁ ୨୦୧୪ରେ ପ୍ରଥମ ଥର ପାଇଁ ସଂସ୍କୃତ ଶିକ୍ଷା ଗ୍ରହଣ କରିଥିଲି। ତା’ପରଠାରୁ ମୁଁ ମୋର ଉପରୋକ୍ତ ଅଭିଜ୍ଞତାକୁ ପାଥେୟ କରି ଅଷ୍ଟାଧ୍ୟାୟୀ ସୂତ୍ର ଆଧାରରେ ଏହି ୱେବସାଇଟ୍‌‌ର ବିକାଶ କରିଆସିଛି। ସୁପର୍ଣା କୋଟିୟନ ଏବଂ ମୁକେଶ କୁମାର ବୁଡାନିୟାଙ୍କ ସହଯୋଗ ଓ ସମର୍ଥନ ବିନା ଏହି ୱେବସାଇଟ୍‌‌ର ବିକାଶ ସମ୍ଭବ ହୋଇପାରି ନ ଥାନ୍ତା। ଅଷ୍ଟାଧ୍ୟାୟୀରେ ରହିଥିବା ସମସ୍ତ ସୂତ୍ରକୁ ମୁଁ କ୍ରମଶଃ ଏହି ସାଇଟ୍‌‌ରେ କାର୍ଯ୍ୟକାରୀ କରିବାକୁ ଚାହୁଁଛି। ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ଏହି ସାଇଟ୍‌‌କୁ ଏକ ମହତ୍ତ୍ୱପୂର୍ଣ୍ଣ ସାଧନରେ ପରିଣତ କରିବା ମୋର ଲକ୍ଷ୍ୟ ଅଟେ।
 
ମୁଁ ଶିଖିଥିବା ପାଠ୍ୟକ୍ରମ
 
ବ୍ୟବହାର କରିଥିବା ସାଇଟ୍‌‌ଗୁଡ଼ିକ